ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ମଦର ଟେରେସା ସେବା ସଙ୍ଗଠନ ତରଫରୁ ବନମହୋତ୍ସବ ସପ୍ତାହ ପାଳନ


ନୁଆପଡ଼ା : (କୋଶଳ ପ୍ରହରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ମଦର ଟେରେସା ସେବା ସଙ୍ଗଠନ ତରଫରୁ ପଣ୍ଡରାପଥର ଠାରେ ଥିବା ଅଫିସ ଗୃହ ଠାରେ ବନମହୋତ୍ସବ ପାଳନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମଦର ଟେରେସା ସମ୍ପାଦକ ଶେଷଦେବ ପ୍ରଧାନୀ ପରିଚାଳନା କରିଥିବା ବେଳେ ସଙ୍ଗଠନ କାର୍ଯ୍ୟକର୍ତା ମାନେ ଯୋଗଦାନ କରି ବୃକ୍ଷ ରୋପଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ଓ ଜିଲ୍ଲା ବ୍ୟାପି ୧୦ହଜାର ଗଛ ଲଗାଇବା ପାଇଁ ସଭାରେ ନିଷ୍ପତି ନିଆଯାଇଥିଲା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏକ ପେଡ ମା କେ ନାମ ରେ ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତି ନେଇଥିଲେ ଓ ଗାଁ ଗାଁ ରେ ବୃକ୍ଷ ରୋପଣ ପ୍ରଚାର ପ୍ରସାର ପାଇଁ ଜନ ସଚେତନ ରେଲି କରିବା ପାଇଁ ସଭାରେ ନିଷ୍ପତି ନିଆଯାଇଥିଲା। ଏହି କ୍ଷର୍ଯ୍ୟକ୍ରମ ରେ ଫକୀର ରାଉତ, ଥବିର ଶବର, ଘନ ନାଏକ, ତେଜୁରାମ ନାଏକ, ମମତା ପ୍ରଧାନ, ବିଶେଷ ସହଯୋଗ କରିଥିଲେ

Post a Comment

0 Comments